ଯଜ୍ଞରେ ଗାଈ ଘିଅ ବ୍ୟବହାର କଲେ ବର୍ଷା ହୁଏ: ହାଇକୋର୍ଟ ବିଚାରପତି

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଆବଶ୍ୟକ ଭଳି ରାୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ନିକଟରେ କହିଛନ୍ତି ଯେ ଏହି ଗାଈକୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍ ଏବଂ ଏହାର ସୁରକ୍ଷାକୁ ହିନ୍ଦୁମାନଙ୍କର ମୌଳିକ ଅଧିକାରରେ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି। ତେବେ ସେ ଏହା ମଧ୍ୟ କହିଛନ୍ତି … Continue reading ଯଜ୍ଞରେ ଗାଈ ଘିଅ ବ୍ୟବହାର କଲେ ବର୍ଷା ହୁଏ: ହାଇକୋର୍ଟ ବିଚାରପତି